ଆଖି ବନ୍ଦ କଲେ ମହାତ୍ମା ଗାନ୍ଧୀ ଜଣେ କୃଷକ ଭାବେ ଦେଖାଯାଆନ୍ତି: ସୁଜାତା
[ad_1] ଗାନ୍ଧୀଙ୍କର ବ୍ୟକ୍ତିତ୍ୱ ଚୁମ୍ବକୀୟ ଥିଲା: ସୌମ୍ୟ ଭୁବନେଶ୍ବର : ଆଖି ବନ୍ଦ କରି ମହାତ୍ମା ଗାନ୍ଧୀଙ୍କ ପ୍ରତିଛବି ସ୍ମରଣ କଲେ, ସେ ଜଣେ କୃଷକ ଭାବେ ଦେଖାଯାଆନ୍ତି। ଲଣ୍ଡନରେ ଓକିଲାତି ପଢ଼ୁଥିବା ବେଳେ ସେଠାରେ ମଧ୍ୟ ବାପୁ ନିଜକୁ ଜଣେ କୃଷକ ବୋଲି ପରିଚୟ ଦେଉଥିଲେ। ସେ ସବୁବେଳେ କହୁଥିଲେ, କୃଷକ ହିଁ ସତରେ ଦେଶର ଅନ୍ନଦାତା। ସୁବନ ଖୁଣ୍ଟିଆ ସ୍ମୃତି ପ୍ରତିଷ୍ଠାନ ଓ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ମିଳିତ ଆନୁକୂଲ୍ୟରେ …
ଆଖି ବନ୍ଦ କଲେ ମହାତ୍ମା ଗାନ୍ଧୀ ଜଣେ କୃଷକ ଭାବେ ଦେଖାଯାଆନ୍ତି: ସୁଜାତା Read More »