ପାଣ୍ଠି ପାଉଛନ୍ତି, କାମ କରୁନାହାନ୍ତି ପଛରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ
http://www.aboutorissa.comutkaluniversity.ac.in ଭୁବନେଶ୍ବର, (କେଶବ ପାଣି): ପାଣ୍ଠି ପାଉଛନ୍ତି, କାମ କରୁନାହାନ୍ତି ପଛରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ –କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍ ରୢାଙ୍କିଙ୍ଗ୍ ଫ୍ରେମଵାର୍କ(ଏନ୍ଆଇଆରଏଫ୍) ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି ଇଞ୍ଜିନିୟରିଂ, ମେଡିକାଲ, କଲେଜ, ଫାର୍ମାସି, ସାଧାରଣ କଲେଜ ବିଭାଗରେ ଭଲ ରୢାଙ୍କ ପାଇପାରି ନାହାନ୍ତି। କେବଳ ଯାହା ଦେଶର ଶହେ ବିଶ୍ବବିଦ୍ୟାଳୟ ଭିତରେ ଉତ୍କଳ ଏବଂ ୨୦୦ ଭିତରକୁ ଫକୀର ମୋହନ ଓ …
ପାଣ୍ଠି ପାଉଛନ୍ତି, କାମ କରୁନାହାନ୍ତି ପଛରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ Read More »